Advertisment

Pravat Slams Naveen: ନବୀନଙ୍କୁ ପ୍ରଭାତଙ୍କ ରୋକଠୋକ୍ ଜବାବ, କହିଲେ- ବିଜେଡିର ଭବିଷ୍ୟତ ଅନ୍ଧାର

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ରୋକଠୋକ୍ ଜବାବ ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ପ୍ରେସମିଟ୍ କରି କହିଲେ, ମୁଁ ବିଜେଡିରେ ନାହିଁ କହି ବଡ଼ ଇସ୍ୟୁକୁ ଗୌଣ କରିବା କେତେ ଯୁକ୍ତିଯୁକ୍ତ ?

Advertisment

ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ମୋ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ । ତାଙ୍କ ଅଫିସ୍ ଏହି ମହା ମିଛ ନବୀନଙ୍କ ମୁହଁରେ କୁହାଇଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ ।  ବିଜେଡିର ଭବିଷ୍ୟତ ଠିକ୍‌ ନାହିଁ ବୋଲି ମୁଁ ଭାବୁଛି । ଆଜି ପ୍ରେସମିଟ୍ କରି ବିଜେଡି ସଭାପତିଙ୍କୁ ଏମିତି ଧୋଇଛନ୍ତି ପ୍ରଭାତ ତ୍ରିପାଠୀ ।

Advertisment
Naveen Patnaik BJD BJD Press Meet Pravat Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ