୨୪ ବିପର୍ଯ୍ୟୟ ପରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଘର ସଜାଡ଼ିବା ପ୍ରୟାସରେ ବିଜେଡି। କନ୍ଦଳରେ ଜର୍ଜ୍ଜରିତ ଦଳକୁ ଏକ କରିବାକୁ ନବୀନଙ୍କ ଉଦ୍ୟମ। ଏଥର ନିର୍ବାଚନମଣ୍ଡଳୀ ୱାରି ପାଳନ ହେବ ପ୍ରତିଷ୍ଠା ଦିବସ। ତେବେ ଗୋଷ୍ଠୀକନ୍ଦଳ ଓ ଆୟୁଷ କଥା ଉଠାଇ ବିଜେପି, ବିଜେଡିକୁ ଛିଗୁଲାଇଇଥିଲା ବେଳେ ରାଜନୈତିକ ସମୀକ୍ଷକଙ୍କ ମତ ଦଳକୁ ଏକ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ।