Advertisment

ଭୋଟ୍ ପୂର୍ବରୁ ପୁଣି ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କୁ ଦରମା ବୃଦ୍ଧି ଥୋପ !

ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି।

Advertisment

ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି। ଏହା ସହ ବାର୍ଦ୍ଧକ୍ୟ ଓ କଳାକାର ଭତ୍ତା ବଢାଇବାକୁ ବି ଘୋଷଣା । ଗତକାଲି ରାଇଘରରେ ଫାଇଭ ଟି ଅଧ୍ୟକ୍ଷ ପାଣ୍ଡିଆନ କିଛି ଏମିତି ଘୋଷଣା କରିଛନ୍ତି। ଏନେଇ ପ୍ରକ୍ରିୟା ଜାରି ରହିଛି, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଛି । ହେଲେ କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଅଙ୍ଗନୱାଡି ଦିଦି ଓ ପାଚିକା ସଂଘ। ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ହୋଇ ନ ଥିବାରୁ ଏଥର ମଧ୍ୟ କାର୍ଯ୍ୟକାରୀ ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିଭିନ୍ନ ସଂଘ।

Advertisment
BJD Anganwadi Workers 2024 General Elections Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ