• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲିଂ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍ । ରୂପେଲି ପରଦାର ଜଣେ ଆଗଧାଡ଼ିର ଅଭିନେତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଯୋଜକଙ୍କ ବିରୋଧରେ । ଯିଏ ଅନ୍ୟ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିବାରୁ ତାଙ୍କୁ ତାଗିଦ କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି।

Ollywood actress accuses