Advertisment

ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ

ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା !

Advertisment

ରୁବେନଙ୍କ ପରେ ପୂର୍ବତନ ପୋଲିସ୍ ପ୍ରକାଶ ମିଶ୍ରଙ୍କ ବହିକୁ ନେଇ ପୁଣି ଥରେ ବିବାଦରେ ନବୀନ। ନାଁ ନନେଇ ବରଂ ମୁଖିଆ ବୋଲି ଦର୍ଶାଇ ନିଜ ଶାସନ କାଳରେ ସେ କିଭଳି ସବୁଠୁ ନନ୍ ସିରିୟସ୍ ଆଉ କାଜୁଆଲ ନେତା ଥିଲେ ତାହା ଉଲ୍ଲେଖ କରିଛନ୍ତି ପ୍ରକାଶ । ଏମିତିକି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବୋଲି ଜାଣି ନଥିବାରୁ ସେ କିଭଳି ହଟହଟା ହୋଇଥିଲେ ତାହା ଉଲ୍ଲେଖ କରିବା ସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ସେ ମଟନ ଆଉ ମାଛ କଥା କହୁଥିଲେ ତାହା ବି ଲେଖିଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି ।

Advertisment
Naveen Patnaik Prakash Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ