Advertisment

ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।

Advertisment

ନବ ଦାସଙ୍କ ହତ୍ୟା ନେଇ ପୁଣି ତେଜିଲା ରାଜନୀତି । ସିବିଆଇ ତଦନ୍ତ ପାଇଁ ଝିଅ ଦୀପାଳି ଦାସଙ୍କ ଚ୍ୟାଲେଞ୍ଜ୍ ପରେ ଲିଖିତ ଆବଦେନ ପାଇଁ ଆଇନ ମନ୍ତ୍ରୀଙ୍କ ଆହ୍ୱାନ। କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ହୋଇନଥିବା ଲିଖିତ ଭାବେ ଜଣାଇଲେ, ସିବିଆଇ ତଦନ୍ତ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ଏପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ରାଜନୈତିକ ଏବଂ ବ୍ୟବସାୟିକ ଆକାଂକ୍ଷା ପାଇଁ ପିତୃହତ୍ୟାକୁ ଭୁଲିଗଲେ। ଏଣେ ବିଜେଡି କହିଛି କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ କରିଛି, ଯଦି ଦୀପାଳି ଚାହୁଁଛନ୍ତି ସିବିଆଇ ତଦନ୍ତ ହେଉ।

Advertisment
Naba Das Law Minister Jayanarayan Mishra Deepali Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ