Advertisment

ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।

Advertisment

ନବୀନଙ୍କ ଆଜିର ଦୁଇ ଧାଡ଼ିଆ ଘୋଷଣା ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଇଚଇ । ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ବିଜେଡିରୁ ବିଦା ହୋଇଛନ୍ତି ଦୁଇ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା । ତେବେ ଅଧିକ ଚର୍ଚ୍ଚା ବରିଷ୍ଠ ରାଜନେତା ତଥା ସାମ୍ବାଦିକତା ଜଗତର ଜଣାଶୁଣା ଚେହେରା ସୌମ୍ୟ ପଟ୍ଟନାୟକଙ୍କୁ ନେଇ।

Advertisment
BJD Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ