Advertisment

Video: ମୋଦି-ଶାହଙ୍କ ଗସ୍ତ ଆଗରୁ ବଢ଼ିଲା ପଲିଟିକାଲ୍ ପାରା

ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।

Advertisment

ମୋଦି-ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ରାଜନୈତିକ ହଟଚମଟ । ଖାସ୍ କରି ନିଜେ ପ୍ରଧାନମନ୍ତ୍ରୀ ମୋଦି ତିନିଦିନ ଓଡ଼ିଶାରେ ରହିବା ହଟଚମଟ ସୃଷ୍ଟି କରିଛି । ଗୋଟିଏ ପଟେ ମୋଦିଙ୍କ ଫୋକସରେ ଓଡ଼ିଶା ଆଉ ଅନ୍ୟପଟେ ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏପରି ସ୍ଥିତିରେ ଅଧିକରୁ ଅଧିକ ଅସନ୍ତୁଷ୍ଟ ବିଜେଡି ନେତା ଦଳ ଛାଡି ବିଜେପିକୁ ଆସିପାରନ୍ତି ବୋଲି ବୟାନ ବାଜି ତେଜିଲାଣି । ବିଜେଡିର ଯୁକ୍ତି ବିଜେପିର ଏ ଫର୍ମୁଲା ଓଡ଼ିଶାରେ କାମ ଦେବନି । ତେଣେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

Advertisment
Narendra Modi BJD Amit Shah BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ