Advertisment

ମହିଳା ଖାସ୍ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଆଣିଥିଲେ ମିଶନ ଶକ୍ତି ସ୍କୁଟର ଯୋଜନା

ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।

Advertisment

ମହିଳା ଖାସ୍ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଆଣିଥିଲେ ମିଶନ ଶକ୍ତି ସ୍କୁଟର ଯୋଜନା । ହେଲେ ଏହାର ଲାଭ କିନ୍ତୁ ସେମାନେ ପାଇପାରୁ ନାହାନ୍ତି । ସ୍କୁଟର କିଣିବା ପାଇଁ ଲୋନ୍ କରିବାକୁ ଆବେଦନ କଲାବେଳେ, ମୁଣ୍ଡ ଉପରେ ଲଦି ହୋଇ ରହିଥିବା ପୁରୁଣା ଋଣ କଥା କହି ବ୍ୟାଙ୍କ ସେମାନଙ୍କୁ ଫେରାଇ ଦେଉଛି । ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।

Advertisment
Mission Shakti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ