By: Chandan Shishu
Last updated: 30 April 2023, 09:57 PM IST
ଚେତାଇଥିଲା ଗୁଇନ୍ଦା, କାହିଁକି ଚେତିଲାନି ସମ୍ବଲପୁର ପୋଲିସ ଓ ଗୃହ ବିଭାଗ: ହନୁମାନ ଜୟନ୍ତୀ ହିଂସା ଲାଗି ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ବର୍ଷିଲେ ବିରୋଧୀ। ଘଟଣାସ୍ଥଳ
ପରିଦର୍ଶନ ପାଇଁ କାଲି ଓଡ଼ିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଟିମ୍।