କିଟ୍  ପାଇଁ କରୁଥିଲେ ଓକିଲାତି । ଏବେ ଦଳ ମାରିଲା ଛାଟ । ଦେବାଶିଷଙ୍କୁ ଭକ୍ତଙ୍କ ତାଗିଦ । ବ୍ୟକ୍ତିଗତ ସଂପର୍କ ବ୍ୟକ୍ତିଗତ ରହୁ । ପାର୍ଟି ଲାଇନରୁ ବାହାରକୁ ବାହାରିବା ମନା । ନୂଆକରି ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ପିସିସି ସଭାପତି ଭକ୍ତ ଦାସ ଆଜି ଦଳର ନେତାଙ୍କୁ ଦଳୀୟ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ।