ସରିଲା ତୃତୀୟ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍ । ଯୁବ, ମହିଳା, ବୟସ୍କ ହୁଅନ୍ତୁ କି ଦିବ୍ୟାଙ୍ଗ ମତଦାତା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ । ତେବେ ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ।