Last updated: 01 March 2023, 08:48 PM IST
ପଛୁଆ ବର୍ଗଙ୍କ ସର୍ଭେ ଲାଗି ଅଣ୍ଟା ଭିଡ଼ିଲେ କମିଶନ । ଭୋଟ୍ ପୂର୍ବରୁ ଓବିସିଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଘୋଷଣାର ବହୁ ଦିନ ପରେ ପଛୁଆ ବର୍ଗ ସର୍ଭେକୁ ମିଳିଲା ଗ୍ରୀନ୍ ସିଗନାଲ । ବିହାର ପରେ ଓଡ଼ିଶା କରିବାକୁ ଯାଉଛି ନିଜସ୍ୱ ଓବିସି ସର୍ଭେ । ଜୁଲାଇ ୧୨ ତାରିଖ ସୁଦ୍ଧା ସର୍ଭେର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓବିସି କମିଶନ୍ ।