Advertisment

ଅନ୍ଧାରରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ

ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ !

Advertisment

ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ ! ଗତ ୧୧ ତାରିଖର ସଂଧ୍ୟା ସମୟରେ ସୁନ୍ଦରଗଡ଼ ଗସ୍ତରେ ଯିବା ବେଳେ ରାସ୍ତା ଉପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଅଟକାଇଥିଲେ ମହିଳା। ଆଉ ବର୍ଷାଧିକ କାଳ ଭୋଗି ଚାଲିଥିବା ପାଣି ସମସ୍ୟା କଥା ମହିଳାଙ୍କଠୁ ଶୁଣି ସାଥେ ସାଥେ ଚାଲି ଚାଲି ଯାଇ ସେମାନେ ଯେଉଁ ପୋଖରୀରୁ ପାଣି ପିଉଛନ୍ତି ତାକୁ ନିଜ ଆଖିରେ ଦେଖିଥିଲେ, ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ।

Advertisment
Sundargarh Odisha Governor Raghubar Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ