Advertisment

ମେଣ୍ଟକୁ ନେଇ ଡିଲ୍ ସରୁନି ନା ଭାଗ ଛିଣ୍ଡୁନି ?

କେତେବାଟ ଆଗେଇଲା ମେଣ୍ଟ । ଏ ନେଇ ବିଜେଡି କିଛି ବି ସ୍ପଷ୍ଟ କରୁନି। ଗତ ୬ ତାରିଖ ନବୀନ ନିବାସ ବୈଠକ ପରେ ଦଳ ଏକଦମ୍ ନିରବ। ଯାହା କସରତ କରୁଛି ଭିତରେ ଭିତରେ। ଏପଟେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ବି ତିନି ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ବ। ଘନ ଘନ ହେଉଛି ବୈଠକ। ହେଲେ ଏ ଯାଏଁ ବି ଡିଲ୍ ଫାଇନାଲ୍ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭା ପରଠୁ ହିଁ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଉପରୁ କେବେ ପରଦାହଟିବ ସମସ୍ତେ ଚାହିଁ ବସିଛନ୍ତି।

ଅଦ୍ୟତନ ହୋଇଛି

BJP BJD General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ