Advertisment

ଆଉ ୮ ଦିନ ପରେ ଆରମ୍ଭ ହେବ ନମିନେସନ, ଏବେ ବି ଅନେକ ସ୍ଥାନରେ ହୋଇନି ପ୍ରାର୍ଥୀ ଘୋଷଣା

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

Advertisment

ଆଉ ୮ ଦିନ ପରେ ଆରମ୍ଭ ହେବ ନମିନେସନ। ହେଲେ ଆଜି ବି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ପ୍ରଥମ ପର୍ଯ୍ୟାୟ ଲାଗି ୧୮ ତାରିଖରେ ଆସିବ ବିଜ୍ଞପ୍ତି। ୨୫ରେ ସରିବ ପ୍ରାର୍ଥିପତ୍ର ଦାଖଲ। କିନ୍ତୁ ୩ ଦଳ ଯଦିଓ ୪ ଲୋକସଭା ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ହେଲେ, ଏଯାଏଁ ଅନେକ ବିଧାନସଭା ସିଟରେ ନିଜ କାର୍ଡ ଖୋଲି ନାହାନ୍ତି।

Advertisment
BJD BJP Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ