Advertisment

୨୪ ମହାଲଢ଼େଇ ପାଇଁ ପ୍ରଚାର ମୈଦାନରେ ନବୀନ

ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍  ମାଗିଛନ୍ତି।

Advertisment

୨୪ ମହାଲଢ଼େଇ ପାଇଁ ପ୍ରଚାର ମୈଦାନରେ ନବୀନ । ହିଞ୍ଜିଳିରୁ ଫୁଙ୍କିଲେ ବିଜେଡି ପ୍ରଚାରର ଶଙ୍ଖ। ଦୁଇ ଦୁଇଟି ଜନସଭାକୁ ସମ୍ବଧୋନ କରି ଭୋଟ୍ ଭିକ୍ଷା । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସମରଝୋଳ ଓ ତା ପରେ ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍  ମାଗିଛନ୍ତି।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ