Advertisment

‘ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦିଏ’

ଡାଇରେକ୍ଟ ଆଟାକିଂ ମୋଡ୍‌ରେ ଅମିତ ଶାହ। ଫୁଲ୍ ଜୋଶ୍‌ରେ ଓଡ଼ିଶାରେ ବିଜେପିର ପ୍ରଚାର। ବିଗୁଲ ଫୁଙ୍କିିଛନ୍ତି ରାଜନୀତିର ଚାଣକ୍ୟ।

Advertisment

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ। ଡାଇରେକ୍ଟ ଆଟାକିଂ ମୋଡ୍‌ରେ ଅମିତ ଶାହ। ଫୁଲ୍ ଜୋଶ୍‌ରେ ଓଡ଼ିଶାରେ ବିଜେପିର ପ୍ରଚାର। ବିଗୁଲ ଫୁଙ୍କିିଛନ୍ତି ରାଜନୀତିର ଚାଣକ୍ୟ। ସୋନପୁର ରାମେଶ୍ୱର ଷ୍ଟାଡିୟମରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି, ଓଡ଼ିଶାରେ ୨୦ରୁ ଅଧିକ ଲୋକସଭା ଆସନରେ ପଦ୍ମ ଫୁଟାଇବା ସହ ରାଜ୍ୟରେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ ଦେଇଛନ୍ତି ଶାହ।

Advertisment
Amit Shah BJP Sonepur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ