Advertisment

ହେଇଯିବ କି ବିଜେପି-ବିଜେଡି ମେଣ୍ଟ ?

ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ବାର ବୈଠକ. ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି।

BJP BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ