By: Manoranjan Behera
Last updated: 26 February 2024, 11:00 PM IST
ବିଦ୍ରୋହର ବାରୁଦ ଗଦାରେ ଛିଡ଼ା ହୋଇଛି କି ବିଜେଡି ? ୧୪୭ MLA ଓ ୨୧ MP ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ୧୦ ହଜାର । କେତେ ଜଣଙ୍କୁ ମ୍ୟାନେଜ କରିବ ଦଳ, କେତେ ଜଣ ସାଜିବେ ରାଜୁ ଦାସ ? ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼କୁ ନେଇ ବିରୋଧୀଙ୍କ ତେରଛା ବାଣ