Odisha Politics, Naveen Patnaik, Ministry Reshuffle
Advertisment
ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ଆଡ଼କୁ ଟିମ୍ ନବୀନରେ ଛୋଟ ଅଦଳବଦଳ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ତିନି ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ବି ହୋଇଛି। ହେଲେ ଏପର୍ଯ୍ୟନ୍ତ ବାଚସ୍ପତି ପଦକୁ ନେଇ ସସ୍ପେନ୍ସ ଜାରି ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us