Advertisment

ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।

Advertisment

ତୁଟିଲା ଅଡୁଆ, ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ। ବିଜେପିର ସାଙ୍ଗଠନିକ ନିର୍ବାଚନ ନିୟମ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିର୍ବାଚନ ସରିଥିବାରୁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଉ ବିଳମ୍ବ ହେବନି। ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ନାଁ । ଏପଟେ ସଭାପତିଙ୍କ ଜିଲ୍ଲା ଭଦ୍ରକ ସମେତ ବାକି ୧୪ ଜିଲ୍ଲାରେ ଅଙ୍କ ଛିଡୁ ପାରୁନଥିବାରୁ, ସଭାପତି ନିର୍ବାଚନ ପରେ ଯାଇଁ ସେସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କୁହାଯାଉଛି ।

Advertisment
Odisha BJP Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ