Odisha Politics
Advertisment
ତାତିବ ବିଧାନସଭାର ବଜେଟ୍ ଅଧିବେଶନ । ନବ ଦାସ ହତ୍ୟା ଘଟଣାକୁ ନେଇ ହୁଲସ୍ତୁଲ ହେବ ଗୃହ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ତୟାର ବିରୋଧୀ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଲମ୍ବା ଅଧିବେଶନ, ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା । କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us