Advertisment

BJD: ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ କି ବିଦ୍ରୋହ ?

ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।

ଅଦ୍ୟତନ ହୋଇଛି
Advertisment

ବିଦ୍ରୋହ ଆଉ ଅସହମତି । ବିଜେଡିର ୩୩ଟି ଯାକ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ। ୧୮ ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ବାକି ୧୫ଟିରେ କାହିଁକି ଅସହମତି ଦେଖାଦେଇଛି ତାକୁ ନେଇ ପ୍ରଶ୍ନ । ପୂର୍ବରୁ ଏଭଳି କେବେ ଦେଖାଦେଇ ନଥିବା ବେଳେ ବିପର୍ଯ୍ୟୟ ପରେ କିନ୍ତୁ ଆଶାୟୀ ଆଉ ଦଳପତିଙ୍କ ଆଦେଶକୁ ଖାତିର୍ କରୁନାହାଁନ୍ତି । ଯାହାକି ଫାଟୁଥିବା ସଂଗଠନ ଆଡ଼କୁ ଇସାରା କରୁଛି ।

Advertisment
Odisha Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ