Advertisment

ରାଜା ଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବିଜେପି ନେତା

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି ।

Advertisment

ରାଜଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି କୌଣସ ବି ବିଜେପି ନେତା । ରାଜା ଚକ୍ରଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନକୁ ଆଜି ଦୃଢଭାବେ ଖଣ୍ଡନ କରିବା ସହ ନିଜ ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ଅପରପକ୍ଷେ ବିଜେପି ମଧ୍ୟ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖି ନିଜ ମହକିଲଙ୍କ ସୁରକ୍ଷା ପାଇଁ ବାର୍ ଆସୋସିଏସନ୍ ସଭାପତି ମିଛ କହୁଥିବାର ଅଭିଯୋଗ କରିଛି । ସେପଟେ କଂଗ୍ରେସ କିନ୍ତୁ ଜଣେ ହାଇକୋର୍ଟଙ୍କ ଜଜ୍‌ଙ୍କ ଦ୍ବାରା ଅଭିଯୋଗର ତଦନ୍ତ ଦାବି କରିଛି ।

Advertisment
Odisha BJP Manmohan Samal Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ