ଅଦ୍ୟତନ ହୋଇଛି
Odisha Politics
Advertisment
ମୋହନ ବନାମ ନବୀନ । ଓଡିଶା ଦିବସରେ ମୁହାଁମୁହିଁ । ବିଜେଡି ମୁଖିଆ ନବୀନଙ୍କ କହିବା କଥା ୨୦୨୪ ମସିହା ପର୍ଯ୍ୟନ୍ତ ଓଡିଶାର ସୂବର୍ଣ୍ଣଯୁଗ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହିସାବରେ ଆମେ ଗଢିବୁ ସମୃଦ୍ଧ ଓଡିଶା । ଓଡିଶା ଦିବସ ପାଳନ ଅବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ସରକାରକୁ । ୭୭ ବର୍ଷ ଧରି ଆମେ ସ୍ବାଧୀନତା ପାଇଛେ ହେଲେ ଓଡିଶାର ଥିବା ସାମର୍ଥ୍ୟକୁ ଆମେ ଏ ପର୍ଯ୍ୟନ୍ତ ବିନିଯୋଗ କରି ସଫଳତା ପାଇନାହୁଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us