ଅଦ୍ୟତନ ହୋଇଛି
Naveen Patnaik Re-elected BJD Chief for 9th Time, Internal Discord Lingers Amid Key Absentees
Advertisment
ନବୀନ ନବମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ନିର୍ବାଚିତ ହେଲେ, ତଥାପି ଦଳରେ ଥମିଲାନି ବିବାଦ। ଆଜି ଶଙ୍ଖପତିଙ୍କ ଅଭିଷେକ ଉତ୍ସବରେ ଅନେକ ଚିହ୍ନା ଓ ଟାଣୁଆ ଚେହେରାଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା। କୁହାଯାଉଛି ୱକଫ୍ ବିଲ୍ ଭୋଟିଂ ଦ୍ବନ୍ଦ୍ବ ପରଠୁ ଯେଉଁମାନେ ମେଳି କରି ଓ ମୁହଁ ଖୋଲି ବିଷେଦଗାର କରିଥିଲେ, ସେମାନଙ୍କୁ ନବୀନ ପାନେ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us