arun sahoo
Advertisment
‘#ଠିକ୍_ସମୟରେ_ଆକ୍ସନ_ନେବେ_ନବୀନ’
ନବୀନ ପଟ୍ଟନାୟକ ସବୁ କିଛି ଅନୁଧ୍ୟାନ କରିବେ ଓ ଠିକ୍ ସମୟରେ ଆକ୍ସନ ନେବେ । କାରଣ ସବୁ ଜିନିଷର ଅନ୍ତ ଘଟିବ । ବିଜେଡି ଅଧିକ ଶକ୍ତିଶାଳୀ ହେବ । ନଦୀ ଯାଇ ସମୁଦ୍ରରେ ମିଶିବ । ଆଜି ଏପରି କହିଛନ୍ତି ବିଜେଡି ନେତା ଅରୁଣ ସାହୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us