Advertisment

୨୪ ବର୍ଷ ପରେ ଭାଙ୍ଗିଲା ବିଜେଡି ମୁଖିଆଙ୍କ ନିଦ

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି ।

Advertisment

୨୪ ବର୍ଷ ପରେ ବିଜେଡି ମୁଖିଆଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀ ଥିଲା ବେଳେ ଥରଟିଏ ଗଲେନି । ଆଉ ଏବେ ସରକାରରୁ ଗଲା ପରେ ପୋଲାଭରମ କଥା ମନେ ପଡୁଛି । କ୍ଷତିଗ୍ରସ୍ତ ଲୋକଙ୍କ ଅନ୍ଦୋଳନ ସହ ଯୋଗ ଦେବେ ବୋଲି ସ୍ଥିର କରୁଛନ୍ତି । ବିଜେଡି ନିଜ ଦୋଷ ଛଡ଼ାଇବାକୁ ଯାଇ ପୋଲାଭରମ ପ୍ରକଳ୍ପ ଆନ୍ଦୋଳନ ସହ ପ୍ରଥମରୁ ସାମିଲ ଅଛି କହି ଲୋକଙ୍କୁ ଭୁଆଁ ବୁଲାଉଛି ।

Advertisment
Naveen Patnaik BJD Polavaram Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ