Advertisment

ନବୀନଙ୍କ ଷ୍ଟାଣ୍ଡ ବଦଳିଗଲା!

#ନବୀନଙ୍କ_ଷ୍ଟାଣ୍ଡ_ବଦଳିଗଲା! ସବୁବେଳେ ସମଦୂରତା କଥା କହି ପୂର୍ବରୁ NDAକୁ ଅହେତୁକ ସହାୟତା ଯୋଗାଇ ଆସୁଥିବା ନବୀନ, ଆଜି ପ୍ରଥମ ଥର ପାଇଁ ନେଇଛନ୍ତି ବିଜେପି ବିରୋଧୀ ଷ୍ଟାଣ୍ଡ୍। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେଇଚନ୍ତି ବିଜେଡି ନେତା। ଭିଡିଓ ବାର୍ତ୍ତା ରଖି ନବୀନ ବି କରିଛନ୍ତି ବିରୋଧ। ତେବେ ନବୀନଙ୍କ ହଠାତ୍ ଏମିତି ଷ୍ଟାଣ୍ଡକୁ ନେଇ ଅନେକ ଚର୍ଚ୍ଚା। ବିଜେପିକୁ ବିରୋଧ କରି କଂଗ୍ରେସ ସହ ବିଜେଡି ମେଣ୍ଟ କରୁଛି ବୋଲି କହିଛି ବିଜେପି।

Advertisment

#ନବୀନଙ୍କ_ଷ୍ଟାଣ୍ଡ_ବଦଳିଗଲା!
ସବୁବେଳେ ସମଦୂରତା କଥା କହି ପୂର୍ବରୁ NDAକୁ ଅହେତୁକ ସହାୟତା ଯୋଗାଇ ଆସୁଥିବା ନବୀନ, ଆଜି ପ୍ରଥମ ଥର ପାଇଁ ନେଇଛନ୍ତି ବିଜେପି ବିରୋଧୀ ଷ୍ଟାଣ୍ଡ୍। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେଇଚନ୍ତି ବିଜେଡି ନେତା। ଭିଡିଓ ବାର୍ତ୍ତା ରଖି ନବୀନ ବି କରିଛନ୍ତି ବିରୋଧ। ତେବେ ନବୀନଙ୍କ ହଠାତ୍ ଏମିତି ଷ୍ଟାଣ୍ଡକୁ ନେଇ ଅନେକ ଚର୍ଚ୍ଚା। ବିଜେପିକୁ ବିରୋଧ କରି କଂଗ୍ରେସ ସହ ବିଜେଡି ମେଣ୍ଟ କରୁଛି ବୋଲି କହିଛି ବିଜେପି।

Advertisment
Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ