ଅଦ୍ୟତନ ହୋଇଛି
Odisha Politics
Advertisment
କଟକ ସାଲେପୁର ଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ବେଳେ ମଞ୍ଚରେ ରୋଚକ ଦୃଶ୍ୟ । ସରକାରୀ କାର୍ଯ୍ୟକ୍ରମ ବେଳେ ମଞ୍ଚ ଉପରେ ନବୀନଙ୍କ ଗୁଣଗାନ କଲେ ବିଜେଡି ବିଧାୟକ, ସେଇ ମଞ୍ଚରେ ଏହାକୁ କାଉଣ୍ଟର କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଲେ ଯେ, ଏହା ରାଜନୈତିକ ମଞ୍ଚ ନୁହେଁ । କେଉଁ ସରକାର କ'ଣ କରିଥିଲା ତାହା କହିବା ସମୟ ନୁହେଁ। ଓଡ଼ିଶା ଦିବସରେ ପ୍ରତ୍ୟେକ ଓଡ଼ିଆ ଓଡ଼ିଶାର ଉନ୍ନତି ପାଇଁ କାମ କରିବାର ଆବଶ୍ୟକତା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us