Advertisment

ଚୋରି ଧରିଲେ ମନ୍ତ୍ରୀ

ମନ୍ତ୍ରୀ କହିଲେ, ଚୋର ଧରିଛୁ । ମେସିନକୁ ସିଜ୍‌ କରିଛୁ । ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଦୋଷ ଢାଙ୍କିବାକୁ ଜିଲ୍ଳାପାଳଙ୍କ ଉଦ୍ୟମ ପାଣିଚିଆ ହେଲା

author-image
Tapaswini Nayak

ମନ୍ତ୍ରୀ କହିଲେ, ଚୋର ଧରିଛୁ । ମେସିନକୁ ସିଜ୍‌ କରିଛୁ । ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଦୋଷ ଢାଙ୍କିବାକୁ ଜିଲ୍ଳାପାଳଙ୍କ ଉଦ୍ୟମ ପାଣିଚିଆ ହେଲା । ଖୋଦ ଜିଲ୍ଳାପାଳଙ୍କ ଉପସ୍ଥିତିରେ ମଣିଷ କାମ ମେସିନ କରୁଥିବାରୁ, ମେସିନକୁ ଜବତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ।

Advertisment
Balangir
Advertisment
Advertisment