Advertisment

ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପିନ୍ଧିଛନ୍ତି ନବୀନଙ୍କ ଫଟୋ ଥିବା ଟି-ସାର୍ଟ

ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।

Advertisment

ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପିନ୍ଧିଛନ୍ତି ନବୀନଙ୍କ ଫଟୋ ଥିବା ଟି-ସାର୍ଟ । ଏସପି ବି.ଗଙ୍ଗାଧରଙ୍କ ଟି-ସର୍ଟରେ ବି ନବୀନଙ୍କ ଫଟୋ । ଗତକାଲି ବାରିପଦାରେ ‘ଆଦି ରନ୍’ ମାରାଥନ୍ ବେଳେ ଏଭଳି ଦୃଶ୍ୟ ସୋସିଆଲ୍ ମିଡିଆରେ ଘୂରି ବୁଲିବା ପରେ ତେଜିଛି ରାଜନୀତି । ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।

Advertisment
BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ