ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ
Advertisment
ବିଜେଡି ନେତା ରାଜା ଚକ୍ରଠାରୁ ୧ କୋଟି ୩୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ଯେଉଁମାନେ ଅଭିଯୋଗ କରିଛନ୍ତି, ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ । ଦାୟିତ୍ବହୀନ ମନ୍ତବ୍ୟ ଦେବା କଥା ନୁହେଁ ବୋଲି କହିଛନ୍ତି ମନମୋହନ ସାମଲ। ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us