Advertisment

ବିଧାନସଭାରେ ନବୀନ ଆବସେଣ୍ଟ୍

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Advertisment

ବିଧାନସଭାରେ ନବୀନ ଆବସେଣ୍ଟ୍ । ହେଲେ ନିଜ ଦଳର ନୂଆ ବିଧାୟକଙ୍କୁ ପଢାଇଛନ୍ତି ପାଠ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେମିତି, ବିରୋଧୀ ଦଳ ନେତା ହେବା ପରେ ବି ସେମିତି ଆଚରଣ । ଗୃହକୁ ଆସୁନାହାଁନ୍ତି ନବୀନ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ