Advertisment

ଜୟନାରାୟଣଙ୍କ ଘର ଆଗରେ ବିକ୍ଷୋଭ କରୁଛନ୍ତି ମହିଳା, କିନ୍ତୁ ଜାଣିନାହାନ୍ତି କେଉଁ ଦଳର !

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିବାକୁ ଆସିଲେ ମହିଳା।

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିବାକୁ ଆସିଲେ ମହିଳା । କିନ୍ତୁ ଜାଣିନାହାନ୍ତି ସେ କେଉଁ ଦଳର ବିଧାୟକ। ଏପରିକି ଜୟନାରାୟଣ କାହାକୁ ମାରିଥିବା ଅଭିଯୋଗ ହେଉଛି ତାହା ବି ଜଣିନାହାନ୍ତି।

Advertisment
Odisha Politics Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ