DK Shivakumar v Siddaramaiah
Advertisment
ଶିବକୁମାର ନା ସିଦ୍ଦରମେୟା? କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବିଧାନସଭା ନିର୍ବାଚନରେ କଂଗ୍ରେସର ଆଖି ଝଲସା ବିଜୟ ପରେ ସମସ୍ତଙ୍କ ଫୋକସ୍ ଏହା ଉପରେ। ଏଥିପାଇଁ ଦଳ ଏକ ତିନିଜଣିଆ ପର୍ଯ୍ୟବେକ୍ଷକ ଟିମ୍ ନିଯୁକ୍ତ କରିଥିବା ବେଳେ, ସେପଟେ ସଂଧ୍ୟାରେ ବସୁଛି କଂଗ୍ରେସ୍ ବିଧାୟକ ଦଳ ବୈଠକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us