By: Satyendu Shekher Mishra
Last updated: 07 August 2023, 10:00 PM IST
ଏକ ପ୍ରକାର ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା। ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।