BJP hits back
Advertisment
ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଭାଷଣକୁ ନେଇ ଚର୍ଚ୍ଚା। ନାଁ ନ ନେଇ ବିଜେପିକୁ ଟାର୍ଗେଟ୍, ମହିଳାକୁ ଅସମ୍ମାନ ଓ ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ ବି ନିଶାନା। ୨୪ ନିର୍ବାଚନ ପୂର୍ବରୁ ବିଜେଡିର ଭାଙ୍ଗୁଥିବା ମହିଳା ଭୋଟବ୍ୟାଙ୍କ୍ ଏକଜୁଟ୍ କରିବା ଲକ୍ଷ୍ୟରେ ଦଳ ପୁଣି ଖେଳୁଛି କି ମହିଳା କାର୍ଡ। ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ତେଣେ ମୁଖମନ୍ତ୍ରୀଙ୍କୁ ପାଲଟା ନିଶାନା କରିଛି ବିଜେପି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us