Advertisment

ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! କମ୍ପିଲା ଶଙ୍ଖ ଭବନ, ତେଜିଲା ଗୋହି ଖୋଳାଖୋଳି

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି

Advertisment

ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! କମ୍ପିଲା ଶଙ୍ଖ ଭବନ, ତେଜିଲା ଗୋହି ଖୋଳାଖୋଳି । ନେତା-ନେତ୍ରୀଙ୍କ ଭିତରେ କଥା କଟାକଟି, ଟକରା ଟକରି । ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି, ବାକ୍ ବିତଣ୍ଡାର ଚର୍ଚ୍ଚା ପରେ ଆଜି ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ