Advertisment

ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ?

ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।

Advertisment

ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ? କାରଣ ୧୯ ନିର୍ବାଚନ ବେଳେ ଲୋକସଭା ୩୩ % ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କରିଥିବା ବିଜେଡି ଏଥର ଟିକେ ମଠେଇ ଯାଇଛି ।

Advertisment

ଲୋକସଭା ଏବଂ ବିଧାନସଭା ପାଇଁ ଏଯାଏଁ ମାତ୍ର ଜଣେ SHG ସଦସ୍ୟାଙ୍କ ସମେତ ୧୬ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଛି ବିଜେଡି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ । କହୁଥିଲେ ମହିଳା ସଶକ୍ତିକରଣ କଥା...ଲୋକସଭା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ୨୦୧୯ରେ ବିଜେଡି ସୁପ୍ରିମୋ ଖେଳିଥିଲେ ମାଷ୍ଟ୍ରରଷ୍ଟ୍ରୋକ୍ । ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ