ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
Advertisment
ସ୍ବାମୀ ପାଣ୍ଡିଆନଙ୍କ ଆଇଏଏସ୍ ଚାକିରି ଛାଡ଼ିଲେ ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ। ସ୍ବାମୀ ପାଣ୍ଡିଆନଙ୍କ ରାସ୍ତାରେ ଯାଇ IAS ସୁଜାତା କାର୍ତ୍ତିକେୟନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନାରୁ କଳ୍ପନାଜଳ୍ପନା । ନୂଆ ସରକାରରେ କୋଣଠେସା ହେବାରୁ ଦେଲେ ଭିଆରଏସ୍, କାରଣକୁ ନେଇ ଚର୍ଚ୍ଚା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us