Advertisment

Arvind Mohapatra: ‘ମୋ ନେତା ନବୀନ ପଟ୍ଟନାୟକ, ତାଙ୍କୁ ସବୁ ଜଣାଏ’

ମୋ ନେତା ନବୀନ ପଟ୍ଟନାୟକ, ତାଙ୍କୁ ସବୁ ଜଣାଏ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର।

Advertisment

ନବୀନ ନିବାସରୁ ବାହାରିବା ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା । ମୁଁ ଭିକେ ପାଣ୍ଡିଆନଙ୍କୁ ମାନେ ନାହିଁ ବୋଲି କହିଲେ । ମୋ ନେତା ନବୀନ ପଟ୍ଟନାୟକ, ତାଙ୍କୁ ସବୁ ଜଣାଏ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର। 

Advertisment
Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ