BJD
Advertisment
ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ । ବସିଲା ସମନ୍ୱୟ କମିଟିର ପ୍ରଥମ ବୈଠକ । ଫୋକସରେ ସଂଗଠନ ସୁଦୃଢୀକରଣ ସହ ଆଗାମୀ କାର୍ଯ୍ୟପନ୍ଥା । ୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଶଙ୍ଖ ଭବନରେ ବସିଥିଲା ଦଳର ପ୍ରଥମ ସମନ୍ୱୟ କମିଟି ବୈଠକ । ଯେଉଁଠି ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us