ଅଦ୍ୟତନ ହୋଇଛି
Kalia Scheme
Advertisment
ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ। ଓଡ଼ିଶା ଚାଷୀଙ୍କ ମାସିକ ଆୟ ମାତ୍ର ୫ହଜାର ୧୧୨ ଟଙ୍କା, ଯାହାକି ଦେଶରେ ଦ୍ୱିତୀୟ ସର୍ବନିମ୍ନ। କାଳିଆ ଯୋଜନା ଅବଧିକୁ ଆଉ ୩ ବର୍ଷ ବଢାଇଛନ୍ତି ସରକାର। ଏଥିପାଇଁ ଖର୍ଚ୍ଚ ହେବ ୬୦୨୯.୭୦ କୋଟି ଟଙ୍କା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us