Advertisment

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି; ଖୋଲିବ ବାରିପଦା ପେଡ଼ି

ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଛି।

Advertisment

ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଛି। ୨ ଦଶନ୍ଧିରୁ ଅଧିକ ସମୟ ଧରି କେମିତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଲାସୁତୁରାରେ ଚାଲିଥିଲା ମହାଦୁର୍ନୀତି ? ଏହାପଛର ମୁଖ୍ୟ କାର୍ପଟଦାର୍ ସବୁ କିଏ ? ସେନେଇ ଇଡ଼ି ଖୋଳତାଡ଼ ଜାରି ରଖିଥିବାବେଳେ ନିର୍ବାଚନ ପୂର୍ବରୁ ଇଡ଼ି ରେଡ୍‌କୁ ନେଇ ତେଜିଛି ରାଜନୀତି।

Advertisment
BJD ED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ