Last updated: 03 November 2022, 10:54 PM IST
ଡିସେମ୍ବର ୧ ଓ ୫ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ହିମାଚଳ ପ୍ରଦେଶ ସହ ଏକାସଙ୍ଗେ ଫଳାଫଳ ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ପ୍ରେସମିଟ୍ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଦୁର୍ନୀତି ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ।