Advertisment

ସରିଲା ଭୋଟ୍ । ଏବେ ଆକଳନ କ୍ଳୋଜ୍ ଫାଇଟ୍‌ରେ କାହାର ହେବ ଜିତାପଟ?

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।

Advertisment

ସରିଲା ଭୋଟ୍ । ଏବେ ଆକଳନ କ୍ଳୋଜ୍ ଫାଇଟ୍‌ରେ କାହାର ହେବ ଜିତାପଟ`? କାହିଁକି ନା ଏହି ରୋଚକ ଲଢ଼େଇ ଉପରେ ରହିଛି ସବୁ ଦଳର ଫୋକସ୍। ନିଜ ହାତରେ ଧାମନଗର ଥିବାରୁ ପୁଣିଥରେ ଏଠାରେ କେମିତି ପଦ୍ମ ଫୁଟିବ ସେଥିପାଇଁ ପୁରା ସାମର୍ଥ୍ୟର ସହ ଲଢ଼ିଛି ବିଜେପି। ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ। 

Advertisment
BJD BJP Congress Odisha Politics Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ