Dhamnagar Bypoll
Advertisment
ଧାମନଗର ଦଖଲ ପାଇଁ ଜୋରଦାର କସରତ୍ । ଘୋ ଘୋରେ ମୈଦାନ୍ କଂପୁଛି । ସମାନ୍ତରାଳ ଭାବେ ତେଜୁଛି ଆରୋପ-ପ୍ରତ୍ୟାରୋପ ଓ ବିବାଦ ରାଜନୀତି । ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଆଉ ଏହା ହିଁ ଏବେ ନୂଆ ବିବାଦ ସୃଷ୍ଟି କରିଛି । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us