Advertisment

ଗୋପାଳକୁ ପାଗଳ ସାବ୍ୟସ୍ତ ପାଇଁ ହେଉଛି କି ଉଦ୍ୟମ ?

ସରକାରଙ୍କୁ ପ୍ରଶ୍ନବାଣ ଛାଡ଼ିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

Advertisment

ଗୋପାଳକୁ ପାଗଳ ସାବ୍ୟସ୍ତ ପାଇଁ ହେଉଛି କି ଉଦ୍ୟମ? ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ହେଉଛି କି? କ୍ରାଇମବ୍ରାଞ୍ଚ FBI ସହଯୋଗ ଏଥିପାଇଁ ଲୋଡ଼ିଲା କି ? FBI ପ୍ରସଙ୍ଗରେ ବିରୋଧୀଙ୍କ ନିଶାନାରେ ସରକାର । କାହିଁକି ଲୁଚାଗଲା ନବଙ୍କ ପ୍ରକୃତ ମୃତ୍ୟୁ ସମୟ ? ସରକାରଙ୍କୁ ପ୍ରଶ୍ନବାଣ ଛାଡ଼ିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

Advertisment
BJD BJP Naba Das Odisha Politics Prakash Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ